ଆଜିର ଖବର ମହାକାଶରୁ ଫେରିବେ ସୁନୀତା ୱିଲିୟମ୍ସ, କିନ୍ତୁ ପୃଥିବୀରେ ଦେଇପାରିବେ ନାହିଁ ପାଦ!, ଜାଣନ୍ତୁ ନାସାର ପ୍ରୋଟୋକଲ୍ ନୂଆଦିଲ୍ଲୀ: ଆମେରିକାର ସ୍ପେସ୍ ଏଜେନ୍ସି ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର ଆଜି ପୃଥିବୀକୁ ଫେରୁଛନ୍ତି। ଉଭୟ ମହାକାଶଚାରୀମାନେ ସ୍ପେସ୍ ଏକ୍ସ କ୍ରୁ କ୍ୟାପସୁଲରେ…