ଆଜିର ଖବର ଚାରୋଟି ରାଜ୍ୟର ପାଞ୍ଚଟି ବିଧାନସଭା ଆସନର ଫଳାଫଳ: ଦୁଇଟି ଆସନରେ ବିଜୟୀ ହେଲା ଆପ ନୂଆଦିଲ୍ଲୀ: ଦେଶର ଚାରୋଟି ରାଜ୍ୟର ପାଞ୍ଚଟି ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନର ଫଳାଫଳ ଆସିଛି। ଏଥର ଆମ ଆଦମୀ ପାର୍ଟି ଦୁଇଟି ଆସନରେ ବିଜୟୀ ହୋଇଛି। ଭାରତୀୟ…