ଆଜିର ଖବର ବିନା ହେଲ୍ମେଟ୍ରେ ଫ୍ଲାଇଓଭର୍ ମନା, କଟକଣା ଜାରି କଲା ପ୍ରଶାସନ ଏଣିକି ବିନା ହେଲ୍ମେଟ୍ରେ ଫ୍ଲାଇଓଭର୍ରେ ଯାଇପାରିବେ ନାହିଁ। ଏନେଇ କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ। ବିନା ହେଲମେଟ୍ରେ ଖଣ୍ଡଗିରିରୁ ରସୁଲଗଡ଼ ପର୍ଯ୍ୟନ୍ତ ଯାଇପାରିବେନି ବାଇକ ଚାଳକ।…