ଆଜିର ଖବର 14 ଟି ରାଜ୍ୟ 48 ଟି ଆସନ, 2 ଟି ଲୋକସଭା ଆସନ: ଦେଖନ୍ତୁ ଉପ-ନିର୍ବାଚନର ସମ୍ପୂର୍ଣ୍ଣ ଫଳାଫଳ ନୂଆଦିଲ୍ଲୀ: ଉତ୍ତରପ୍ରଦେଶ, ରାଜସ୍ଥାନ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶ ସମେତ 14 ଟି ରାଜ୍ୟର 48 ଟି ବିଧାନସଭା ଆସନରେ ଉପ-ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇଛି।…