ଆଜିର ଖବର ଜାତିଗତ ଭେଦଭାବର ଶିକାର ହେଲେ ରାଜ୍ୟସଭା ସାଂସଦ, ମନ୍ଦିରର ଗର୍ଭଗୃହକୁ ଛାଡିଲେନି ପୁରୋହିତ ନୂଆଦିଲ୍ଲୀ: ବିକାଶର ନୂତନ ଉଚ୍ଚତାକୁ ଭାରତ କ୍ରମାଗତ ଭାବରେ ସ୍ପର୍ଶ କରୁଛି। ଆଜି ଭାରତ ଚନ୍ଦ୍ର ପର୍ଯ୍ୟନ୍ତ ପହଞ୍ଚିଛି। ଭାରତ ହେଉଛି ବିଶ୍ଵର ୫ମ ବୃହତ୍ତମ ଅର୍ଥନୀତି।…