ଆଜିର ଖବର ୩ ସଦସ୍ୟ ବିଶିଷ୍ଟ କ୍ରିକେଟ୍ ପରାମର୍ଶଦାତା କମିଟି ଗଠନ କଲା ବିସିସିଆଇ, ଏହି ପୂର୍ବତନ ଖେଳାଳିଙ୍କୁ ମିଳିଲା ସ୍ଥାନ ନୂଆଦିଲ୍ଲୀ: ଭାରତରେ କ୍ରିକେଟ୍ ପାଇଁ କଣ୍ଟ୍ରୋଲ୍ ବୋର୍ଡ ତିନି ଜଣିଆ କ୍ରିକେଟ୍ ପରାମର୍ଶଦାତା କମିଟି ଚୟନ କରିଛି। ଏଥିରେ ପୂର୍ବତନ ଭାରତ ଖେଳାଳି ଅଶୋକ ମଲହୋତ୍ରା ମଧ୍ୟ…