ଆଜିର ଖବର ଟିଏମସି ବିରୋଧରେ ବିଜ୍ଞାପନ ମାମଲାରେ ବିଜେପିକୁ ଝଟକା: ଆବେଦନ ଶୁଣିବାକୁ ମନା କଲେ ସୁପ୍ରିମକୋର୍ଟ ନୂଆଦିଲ୍ଲୀ: ଟିଏମସି ବିରୋଧରେ ବିଜ୍ଞାପନ ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ପ୍ରକାଶ ଯେ, ଟିଏମସି ବିରୋଧରେ କଲିକତା ହାଇକୋର୍ଟ ବିଜେପିର ବିଜ୍ଞାପନ ଉପରେ…