ଆଜିର ଖବର ଚେନ୍ନାଇରେ ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ: ୨୨୪ ଯାତ୍ରୀ ସୁରକ୍ଷିତ ଚେନ୍ନାଇ: କୋଲକାତାରୁ ଚେନ୍ନାଇ ଅଭିମୁଖେ ଉଡ଼ାଣ କରୁଥିବା ଇଣ୍ଡିଗୋ ବିମାନ ୬ଇ-୭୨୩ ଅବତରଣ ପୂର୍ବରୁ ଇଞ୍ଜିନ୍ ରେ ତ୍ରୁଟି ଅନୁଭବ କରିଥିଲା। ବିମାନଟି ୨୨୪ ଜଣ ଯାତ୍ରୀଙ୍କୁ…