ଆଜିର ଖବର IPL Auction 2026: ୩୦.୫୦ କୋଟିରେ କ୍ୟାମେରନ୍ ଗ୍ରୀନ୍ ଙ୍କୁ କିଣିଲା KKR, ହେବେ ମହଙ୍ଗା ଖେଳାଳି! ନୂଆଦିଲ୍ଲୀ: IPL-୨୦୨୬ ନିଲାମରେ ଡେଭନ୍ କନୱେ ବିକ୍ରୟ ହୋଇନାହାନ୍ତି। ଅଷ୍ଟ୍ରେଲିୟ ଅଲରାଉଣ୍ଡର କ୍ୟାମେରନ୍ ଗ୍ରୀନ୍ ୩୦.୫୦ କୋଟି ଟଙ୍କାରେ କୋଲକାତା ନାଇଟ୍ ରାଇଡର୍ସ ଦ୍ୱାରା ନିଲାମ କରାଯାଇଛି,…