ସ୍ବାସ୍ଥ୍ୟ ‘ଗ୍ୟାସ୍’ ଭାବି ଏହି ଲକ୍ଷଣକୁ ଅଣଦେଖା କରୁଛନ୍ତି କି? ହୋଇପାରେ ବଡ଼ ସ୍ୱାସ୍ଥ୍ୟ ସଙ୍କେତ ଭୁବନେଶ୍ୱର: କର୍କଟ ରୋଗ କହିଲେ ଅନେକଙ୍କ ମନରେ ପ୍ରଥମେ ଆସେ ବୟସ୍କ ବ୍ୟକ୍ତିଙ୍କ ଚିତ୍ର। ଯୁବପିଢ଼ିଙ୍କ ମଧ୍ୟରେ ମଧ୍ୟ କର୍କଟ ସମେତ ବିଭିନ୍ନ ଗୁରୁତର ରୋଗ ହୋଇପାରେ।…