ଆଜିର ଖବର ବାରିପଦା ବିଧାନସଭା ପାଇଁ ସରୋଜିନୀ ହେମ୍ବ୍ରମ୍ଙ୍କୁ ପ୍ରାର୍ଥୀ କଲା ବିଜେଡ଼ି ବାରିପଦା ବିଧାନସଭା ପାଇଁ ଆଜି ବିଜେଡ଼ି ପ୍ରାର୍ଥୀ ଘୋଷଣା କରିଛି। ସରୋଜିନୀ ହେମ୍ବ୍ରମଙ୍କୁ ମୟୂରଭଞ୍ଜ ଜିଲାର ବାରିପଦାରୁ ବିଜେଡ଼ି ବିଧାୟକ ପ୍ରାର୍ଥୀ ପାଇଁ ଟିକେଟ ମିଳିଛି। ବିଜେଡ଼ି…