ଆଜିର ଖବର ତାସ୍ ଖେଳିଲେ ବି 14 ଦିନିଆ କ୍ବାରେଣ୍ଟାଇନ୍କୁ ଯିବେ, ଜାଣନ୍ତୁ ଓଡ଼ିଶାର କେଉଁ ଜିଲ୍ଲାରେ ଏହି ନିୟମ କରାଯାଇଛି ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ମାମଲା ବୃଦ୍ଧି ଘଟୁଥିବା ଯୋଗୁଁ ଗଞ୍ଜାମ ଜିଲ୍ଲାପାଳ କଡାକଡି ନିୟମ କରିଛନ୍ତି । ତାସ୍ , କ୍ରିକେଟ୍, ଭଲିବଲ୍ ଖେଳିଲେ…