ଆଜିର ଖବର ପାର୍ବଣ ଋତୁ ଅକ୍ଟୋବରରେ ବହୁଳ ଭାବରେ ବ୍ୟବହୃତ ହେଲା ୟୁପିଆଇ, ରେକର୍ଡ ୨୩.୫ ଲକ୍ଷ କୋଟି କାରବାର ନୂଆଦିଲ୍ଲୀ: ଭାରତରେ UPI ର ଦ୍ରୁତ ବ୍ୟବହାର ସମଗ୍ର ବିଶ୍ୱ ପାଇଁ ଏକ ଉଦାହରଣ ପାଲଟିଛି। ବର୍ତ୍ତମାନ, UPI ବ୍ୟବହାର କରିବା ଦେଶର ସବୁଠାରୁ ସହଜ ପେମେଣ୍ଟ…