ଆଜିର ଖବର ଭାରତରେ ଏହି ସ୍ଥାନରେ ଆଳୁ ପିଆଜର ଦାମଠାରୁ ଆହୁରି ଶସ୍ତାରେ ମିଳୁଛି କାଜୁ, ଜାଣନ୍ତୁ ଏହା କେଉଁଠି ଝାରଖଣ୍ଡ : କାଜୁ ଏକ ମହଙ୍ଗା ଖାଦ୍ୟ । ଯାହାକୁ ଖାଇବା ସାଧାରଣ ଲୋକଙ୍କ ପକ୍ଷରେ ଟିକେ କଷ୍ଟକର ହୋଇଥାଏ । କାଜୁର ଦାମ ସବୁବେଳେ ଉଚ୍ଚ…