ଆଜିର ଖବର ହାଇଦ୍ରାବାଦରେ ୯୦ଲକ୍ଷ ଟଙ୍କା ଜବତ, ହାୱାଲା ରାକେଟ ଠାବ ହାଇଦ୍ରାବାଦରେ ପୋଲିସ ୯୦.୫ଲକ୍ଷ ନଗଦ ଟଙ୍କା ଜବତ କରିବା ସହ ଏକ ହାୱାଲା ରାକେଟ ଠାବ କରିଛି। ଲୋକସଭା ନିର୍ବାଚନ ପୂର୍ବରୁ ଏହି ବେନାମୀ ଟଙ୍କା ଜବତ…