ଆଜିର ଖବର ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାରେ ସିବିଆଇ ର ଚଢାଉ, ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାରେ ସିବିଆଇ ଚଢାଉ ଜାରି ରଖିଛି। ସୂଚନାନୁସାରେ, ସନ୍ଦେଶଖାଲିରେ ଇଡି ଅଧିକାରୀଙ୍କ ଉପରେ ହୋଇଥିବା ଆକ୍ରମଣରେ ଅଭିଯୁକ୍ତ ଶେଖ ଶାହାଜାହାନ ଏବଂ ଅନ୍ୟ…