ଅନ୍ତରାଷ୍ଟ୍ରୀୟ ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲା CBSE: ଆସନ୍ତାକାଲି ପରୀକ୍ଷାକୁ ସ୍ଥଗିତ ରଖିଲା ବୋର୍ଡ ନୂଆଦିଲ୍ଲୀ: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଏବେ ଛାତ୍ରଛାତ୍ରୀମାନଙ୍କ ବୋର୍ଡ ପରୀକ୍ଷାକୁ ପ୍ରଭାବିତ କରୁଛି। ମଧ୍ୟପ୍ରାଚ୍ୟ ଦେଶର ଅନେକ ଦେଶର ବର୍ତ୍ତମାନର ପରିସ୍ଥିତିକୁ…