ଆଜିର ଖବର ଦେଶରେ ଜନଗଣନା ପାଇଁ ତାରିଖ ଚୂଡ଼ାନ୍ତ, ଏହି ୮ଟି ରାଜ୍ୟକୁ ନେଇ ବଡ଼ ନିଷ୍ପତ୍ତି ଦେଶରେ ଜନଗଣନାକୁ ନେଇ ଅପେକ୍ଷାର ଅନ୍ତ ଘଟିଛି। ୨୦୨୭ ଜନଗଣନା ପାଇଁ ସରକାର ତାରିଖ ଘୋଷଣା କରିଛନ୍ତି। ଆସନ୍ତା ୨୦୨୭ ଜାନୁଆରୀ ୨୫ରୁ ଫେବୃଆରୀ ୨୮ ମଧ୍ୟରେ…