ଅନ୍ତରାଷ୍ଟ୍ରୀୟ Nvidiaରେ ବଡ଼ ନେତୃତ୍ୱ ପରିବର୍ତ୍ତନ: ଜେନସେନ୍ ହୁଆଙ୍ଗ୍ଙ୍କ ଇସ୍ତଫା ପରେ କିଏ ସମ୍ଭାଳିବେ କମ୍ପାନୀ? CEO, CFO ଓ ଅଧ୍ୟକ୍ଷଙ୍କ କାମ କ’ଣ? ଭୁବନେଶ୍ୱର: ବିଶ୍ୱର ଅଗ୍ରଣୀ ଚିପ୍ ନିର୍ମାତା କମ୍ପାନୀ Nvidiaରେ ନେତୃତ୍ୱ ପରିବର୍ତ୍ତନ ହୋଇଛି। କମ୍ପାନୀର ସହ-ପ୍ରତିଷ୍ଠାତା ତଥା CEO ଜେନସେନ୍ ହୁଆଙ୍ଗ୍ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।…