ଆଜିର ଖବର ଇରାନରେ ଚାବାହାର ବନ୍ଦର ଉପରେ ଭାରତକୁ ଲାଗୁ ହେବ ନାହିଁ ଆମେରିକାର କଟକଣା ନୂଆଦିଲ୍ଲୀ: ଇରାନର ଚାବାହାର ବନ୍ଦର ଉପରେ ଆମେରିକାର କଟକଣାରୁ ଭାରତ ଛଅ ମାସର ଛାଡ ପାଇଥିବା ନିଶ୍ଚିତ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA) ଆଜି କହିଛି…