ଆଜିର ଖବର ଏବେ ଏହି ରାଜ୍ୟରେ ଭୂମିକମ୍ପ ଅନୁଭୂତ, ଜାଣନ୍ତୁ କେଉଁଠି? ନୂଆଦିଲ୍ଲୀ: ଆଜି ସକାଳେ ହିମାଚଳର ଚମ୍ବାରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପର ତୀବ୍ରତା ୩.୫ ଥିଲା। ବର୍ତ୍ତମାନ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ। ତଥାପି ଲୋକମାନେ ଭୟଭୀତ…