ବିଶେଷ ଖବର ଆସୁଛନ୍ତି ରାମ! ଦଶବିଧ ସ୍ନାନରେ ଆରମ୍ଭ ହେଲା ମହାପ୍ରଭୁଙ୍କ ପ୍ରାଣପ୍ରତିଷ୍ଠା ପୂଜା ବିଧି, ଜାନୁଆରୀ ୨୨ ପର୍ଯ୍ୟନ୍ତ ଚାଲିବ ପୂରା କାର୍ଯ୍ୟକ୍ରମ ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ଉଦ୍ଘାଟନ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଜାନୁଆରୀ ୨୨ ତାରିଖରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ସମାରୋହ ପାଇଁ ଆଜି (ଜାନୁଆରୀ…