ମତାମତ ପୂର୍ଣ୍ଣ ସଫଳତାରୁ ଏକ ପାଦ ଦୂରରେ ଅଟକିଲା ଚନ୍ଦ୍ରଯାନ-2 : ଲ୍ୟାଣ୍ଡର ଓ ରୋଭର ସହିତ ଯୋଗାଯୋଗ ବିଛିନ୍ନ ସମୀକ୍ଷା ବ୍ୟୁରୋ ଭାରତର ବହୁ ପ୍ରତୀକ୍ଷିତ ଚନ୍ଦ୍ର ଅଭିଯାନ ଚନ୍ଦ୍ରଯାନ-2 ସଫଳତାର ଗୋଟିଏ ପାଦ ଦୂରରୁ ଅଟକି ଯାଇଛି । ଚନ୍ଦ୍ର ପୃଷ୍ଠରେ ଅବତରଣର ମାତ୍ର 2.1…