ଆଜିର ଖବର ରବୀନାଙ୍କ ପୋଷ୍ଟରେ କମେଣ୍ଟ କରି ୟଶ୍ କହିଲେ, ଚିଜ୍ ବଡି ହୈ ମସ୍ତ ମସ୍ତ’ ମୁମ୍ବାଇ : ବଲିଉଡ୍ ମସ୍ତ ମସ୍ତ ଗାର୍ଲ ରବୀନା ଟଣ୍ଡନ୍ ଅପକମିଙ୍ଗ ଫିଲ୍ମ ‘କେଜିଏଫ୍2’କୁ ନେଇ ବେଶ୍ ଉତ୍ସାହିତ ରହିଛନ୍ତି । କେଜିଏଫ୍-2ରେ ରବୀନା ଟଣ୍ଡନ୍ କନ୍ନଡ…