ଆଜିର ଖବର ଏହି ଦିନଠାରୁ ଚେନାବ ବ୍ରିଜରେ ଚାଲିବ ଟ୍ରେନ୍, ରେଳବାଇ ଦେଲା ବଡ ସୂଚନା ନୂଆଦିଲ୍ଲୀ: ଭାରତୀୟ ରେଳବାଇର ଇଞ୍ଜିନିୟରିଂ ଚମତ୍କାର ତଥା ଗର୍ବ ଚେନାବ ରେଳ ବ୍ରିଜରେ ଟ୍ରେନ୍ ଚଳାଇବାର ତାରିଖ ପ୍ରକାଶ ପାଇଛି। ଉଧମପୁର-ଶ୍ରୀନଗର-ବାରାମୁଲ୍ଲା ରେଳ ଲିଙ୍କ ପ୍ରକଳ୍ପ (USBRL…