ଆଜିର ଖବର ଚେକ୍ ବାଉନ୍ସ ମାମଲାରେ ବଡ଼ ରାୟ: ୬ ମାସ ଜେଲ୍ ସହ ୪ ଲକ୍ଷ ଟଙ୍କା ଜରିମାନା ବାରିପଦା: ଚେକ୍ ବାଉନ୍ସ ମାମଲାରେ ମୟୂରଭଞ୍ଜ ଜିଲ୍ଲାର ବାରିପଦା ଅଦାଲତ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଋଣ ପରିଶୋଧ ପାଇଁ ଦିଆଯାଇଥିବା ଚେକ୍ ବାଉନ୍ସ ହେବା ମାମଲାରେ…