ଜାତୀୟ ଖବର ଦିଆଯାଇଥିବା ରାୟରୁ ଦକ୍ଷତା ପରୀକ୍ଷା କରନ୍ତୁ, ଲିଖିତ ପରୀକ୍ଷା କାହିଁକି? ପ୍ରଧାନ ବିଚାରପତିଙ୍କ ସରକାରଙ୍କୁ ପରାମର୍ଶ ନୂଆଦିଲ୍ଲୀ: ଆପଣ ଜାଣନ୍ତି କି ରାଜ୍ୟର ଖାଉଟି ଫୋରମର ମୁଖ୍ୟ ପଦ କାହିଁକି ଖାଲି ପଡ଼ିଛି। ଏହି ପଦବୀରେ ନିଯୁକ୍ତି ନ ହେବା ପଛର ମୁଖ୍ୟ କାରଣ…