ଆଜିର ଖବର ରାଜ୍ୟର କେନ୍ଦୁପତ୍ର କର୍ମଚାରୀଙ୍କ ସମ୍ମାନିତ ଜୀବିକାକୁ ସୁଦୃଢ଼ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ କଲ୍ୟାଣ ପ୍ୟାକେଜ୍ ପ୍ରଦାନ ଭୁବନେଶ୍ଵର: ରାଜ୍ୟର କେନ୍ଦୁପତ୍ର ତୋଳାଳି, ବାଇଣ୍ଡର୍ ଏବଂ ଋତୁକାଳୀନ କର୍ମଚାରୀଙ୍କ ସମ୍ମାନିତ ଜୀବିକାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ କଲ୍ୟାଣ ପ୍ୟାକେଜ୍ ପ୍ରଦାନ କରିଛନ୍ତି।…