ଆଜିର ଖବର ଟିକ ଟକ ସମେତ ୫୯ ଚାଇନୀଜ ଆପ ଉପରେ କଟକଣା ଲଗାଇଲା କେନ୍ଦ୍ର ସରକାର ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର ପକ୍ଷରୁ ଏକ ବଡ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସରକାର ଟିକ ଟକ ସମେତ ୫୯ ଚାଇନୀଜ ଆପ ଉପରେ କଟକଣା ଲଗାଇଛି।…