ଆଜିର ଖବର ଇରାନ ସପକ୍ଷରେ ଛିଡା ହେଲା ଚୀନ?: ଇସ୍ରାଏଲ ବିରୋଧରେ ୩ ଟି ରହସ୍ୟମୟ ମାଲବାହୀ ବିମାନ ପଠାଇଲା ଡ୍ରାଗନ୍ ନୂଆଦିଲ୍ଲୀ: ଚୀନ୍ ମଧ୍ୟ ଚୁପଚାପ୍ ଇସ୍ରାଏଲ-ଇରାନ ଯୁଦ୍ଧରେ ପ୍ରବେଶ କରିଛି କି, କାରଣ ଗତ କିଛି ଦିନ ମଧ୍ୟରେ ଚୀନ୍ର ତିନୋଟି ମାଲବାହୀ ବିମାନ ଇରାନରେ ପହଞ୍ଚିଛି।…