ଆଜିର ଖବର ବାୟୁସେନାରେ ସାମିଲ ହେଲା ୪ ଚିନୁକ୍ ହେଲିକପ୍ଟର ଅତ୍ୟଧିକ ଓଜନ ଉତ୍ତୋଳନ କରିପାରୁଥିବା ୧୫ଟି ଚିନୁକ୍ ହେଲିକପ୍ଟର୍ରୁ ପ୍ରଥମ ଚାରିଟିକୁ ସୋମବାର ଦିନ ଚଣ୍ଡିଗଡ଼ରେ ଭାରତୀୟ ବାୟୁସେନାରେ ସାମିଲ କରାଯାଇଛି। ବାୟୁସେନା ମୁଖ୍ୟ ମାର୍ସାଲ୍ ବିଏସ୍…