ଜାତୀୟ ଖବର ଚିପ୍ ଏବେ ମସ୍ତିଷ୍କରେ ଫିଟ୍!: ମଣିଷର ଏହା ହେଉଛି ସବୁଠାରୁ ବଡ଼ ଭୁଲ ନା ବରଦାନ, ଜାଣନ୍ତୁ କାହିଁକି ଚାଲିଛି ବିତର୍କ! ନୂଆଦିଲ୍ଲୀ: ଏଲନ୍ ମସ୍କ ଏକ୍ସରେ ଏକ ପୋଷ୍ଟରେ ଘୋଷଣା କରିଛନ୍ତି ଯେ ତାଙ୍କ କମ୍ପାନୀ ନ୍ୟୁରାଲିଙ୍କ ରବିବାର ଜଣେ ରୋଗୀଙ୍କ ମସ୍ତିଷ୍କରେ ଏକ ଚିପ୍ ଫିଟ୍ କରିଛି।…