ଅନ୍ତରାଷ୍ଟ୍ରୀୟ କୋରୋନା ଚିକିତ୍ସା ପାଇଁ କ୍ଲୋରୋକ୍ବିନ୍ ବ୍ୟବହାର କରୁଛି ଆମେରିକା : ଟ୍ରମ୍ପ ଓ୍ବାଶିଂଟନ୍ : କୋରୋନା ଭାଇରସ୍ର ମୁକାବିଲା ପାଇଁ ମ୍ୟାଲେରିଆ ଜ୍ବରର ଔଷଧ ବ୍ୟବହାର କରୁଛି ଆମେରିକା । ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଏହି ଘୋଷଣା…