ଆଜିର ଖବର କିଏ ଏହି ବ୍ୟକ୍ତି, ଯିଏ ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ ଲଢିବେ?: ୨୪୫ ଥର ପାଇଁ ଭରିଲେ ନାମାଙ୍କନ ନୂଆଦିଲ୍ଲୀ: କେରଳର ୱାୟନାଡ ଲୋକସଭା ଆସନରୁ କଂଗ୍ରେସର ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ ମୋଟ ୨୧ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସାଧାରଣତଃ ଲୋକମାନେ ନିର୍ବାଚନରେ ଛିଡା ହୁଅନ୍ତି…