ଅପରାଧ ରାଜସ୍ଥାନ: ଗିରଫ ହେଲା ନୂତନ ISI ଗୁପ୍ତଚର, ପାକିସ୍ତାନକୁ ଦେଉଥିଲା ଗୁପ୍ତ ସୂଚନା ନୂଆଦିଲ୍ଲୀ: ଏକ ବଡ଼ ଅଭିଯାନରେ ରାଜସ୍ଥାନର ଜୈସଲମେରରୁ ଜଣେ ଗୁପ୍ତଚର ହନିଫ ଖାନଙ୍କୁ CID ଇଣ୍ଟେଲିଜେନ୍ସ ଗିରଫ କରିଛି। ଏହି ବ୍ୟକ୍ତି ଭାରତୀୟ ସେନା ସହିତ ଜଡିତ…