ଆଜିର ଖବର କରୋନାଭାଇରସକୁ ମହାମାରୀ ବୋଲି ଘୋଷଣା କଲା ଦିଲ୍ଲୀ ସରକାର ଦିଲ୍ଲୀ: ଦିଲ୍ଲୀ ସରକାର ଗୁରୁବାର ଦିନ କରୋନାଭାଇରସକୁ ମହାମାରୀ ବୋଲି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ସମସ୍ତ ସିନେମା ହଲ…