ଜୀବନ ଶୈଳୀ Health Tips: ସକାଳେ ଉଠିବା ମାତ୍ରେ ଫୋନ୍ ଦେଖୁଛନ୍ତି କି? ଜାଣନ୍ତୁ ମସ୍ତିଷ୍କ, ନିଦ ଓ ମାନସିକ ସ୍ୱାସ୍ଥ୍ୟ ଉପରେ କେମିତି ପଡ଼େ ପ୍ରଭାବ ସକାଳେ ଆଖି ଖୋଲିବା ମାତ୍ରେ ମୋବାଇଲ୍ ଫୋନ୍ ଧରି ମେସେଜ୍, ସୋସିଆଲ ମିଡିଆ କିମ୍ବା ଖବର ଦେଖିବା ଆଜିକାଲି ଅନେକଙ୍କ ଦୈନନ୍ଦିନ ଅଭ୍ୟାସ ପାଲଟିଯାଇଛି। କିନ୍ତୁ ସ୍ୱାସ୍ଥ୍ୟ…