ଆଜିର ଖବର ବୁର୍କିନା ଫାସୋରେ ସେନାର ଆକ୍ରମଣ : 80 ଆତଙ୍କୀଙ୍କ ସହିତ 35 ସାଧାରଣ ନାଗରିକ ମୃତ ନୂଆଦିଲ୍ଲୀ,25/12 : ପଶ୍ଚିମ ଆଫ୍ରିକୀୟ ରାଷ୍ଟ୍ର ବୁର୍କିନା ଫାସୋରେ ସେନା ତରଫରୁ ଏକ ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ 80 ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା…