ଜାତୀୟ ଖବର ରାମ ମନ୍ଦିର ପ୍ରସଙ୍ଗରେ ଦଳୀୟ ଆଭିମୁଖ୍ୟକୁ ନେଇ ଅସନ୍ତୁଷ୍ଟ ହୋଇ ଇସ୍ତଫା ଦେଲେ ଗୁଜରାଟ କଂଗ୍ରେସ ବିଧାୟକ ନୂଆଦିଲ୍ଲୀ: ଗୁଜୁରାଟର ବରିଷ୍ଠ କଂଗ୍ରେସ ବିଧାୟକ ସିଜେ ଚାୱଡା ଶୁକ୍ରବାର ବିଧାନସଭା ସଭ୍ୟପଦରୁ ଇସ୍ତଫା ଦେଇ କହିଛନ୍ତି ଯେ ରାମ ମନ୍ଦିର ପ୍ରତି ଦଳର ଆଭିମୁଖ୍ୟରେ ସେ…