ଆଜିର ଖବର ପୁଣି ଚର୍ଚ୍ଚା ଧରିଲା ଫଡନଭିସ୍ ଏବଂ ଠାକରେ ଗୋଷ୍ଠୀ ମଧ୍ୟରେ ଘନିଷ୍ଠତା ! ମୁମ୍ବାଇ : ଗତ କିଛି ଦିନ ଧରି ମହାରାଷ୍ଟ୍ର ରାଜନୀତିରେ ମତଭେଦ ବଢ଼ୁଥିବା ଚର୍ଚ୍ଚା ଚାଲିଛି। ଶାସକ ସହଯୋଗୀ ଦଳ ମଧ୍ୟରେ ସବୁକିଛି ଠିକ୍ ନଥିବା ଗୁଜବ ରହିଛି।…