ଆଜିର ଖବର ଝାନ୍ସୀସ୍ଥିତ CMLR ୱାର୍କସପ୍ ପକ୍ଷରୁ ମଡ୍ୟୁଲାର ବାୟୋ-ଟଏଲେଟ୍ ଭୁବନେଶ୍ଵର: ଯାତ୍ରୀ ସୁବିଧା, ପରିମଳ ବ୍ୟବସ୍ଥା ଓ ଷ୍ଟେସନଗୁଡ଼ିକରେ ସ୍ୱଚ୍ଛତାକୁ ଆହୁରି ସୁଦୃଢ଼ କରିବା ଦିଗରେ ଭାରତୀୟ ରେଳବାଇର ନିରନ୍ତର ପ୍ରୟାସର ଅଂଶ ଭାବେ, ଝାନ୍ସୀସ୍ଥିତ CMLR…