ଆଜିର ଖବର ଅଦନାନ୍ଙ୍କୁ ପଦ୍ମଶ୍ରୀ ମିଳିବା ନେଇ ଏନ୍ସିପି ଉଠାଇଲା ପ୍ରଶ୍ନ : ପାକିସ୍ତାନରୁ ଯେ କେହି ଆସି ମୋଦି ମୋଦି କହିଲେ, ମିଳିବ ପୁରସ୍କାର ଲୋକପ୍ରିୟ ଗାୟକ ଅଦନାନ ସାମୀଙ୍କୁ ପଦ୍ମଶ୍ରୀ ମିଳିବା ପରେ ଏହାକୁ ନେଇ ବିରୋଧୀ ରାଜନୈତିକ ଦଳମାନେ ବିରୋଧ କରିଛନ୍ତି । କଂଗ୍ରେସ ପ୍ରବକ୍ତା ଜୟବୀର ସେର୍ଗିଲ୍ଙ୍କ ପରେ…