ଜାତୀୟ ଖବର କଂଗ୍ରେସର ଗଠନ ହେଲା ନୂଆ କମିଟ, ସାତ ଜଣ ଉପସଭାପତି ଏବଂ ଦଶ ଜଣ ସାଧାରଣ ସଂପାଦକଙ୍କ ନାମ ଘୋଷଣା ଭୁବନେଶ୍ବର: ବହୁଦିନ ପରେ ପ୍ରଦେଶ କଂଗ୍ରେସର ଗଠନ ହୋଇ ପୁରା କମିଟ। ଏଥିରେ ଉପସଭାପତି ଭାବେ ସାତ ଜଣଙ୍କୁ ନିଆଯାଇଥିବା ବେଳେ ସାଧାରଣ ସଂପାଦକ ଭାବେ ଦଶ…