ଆଜିର ଖବର କର୍ଣ୍ଣାଟକ ବିଧାନ ପରିଷଦ ନିର୍ବାଚନ: ସମସ୍ତ ଚାରି ଆସନରେ ବିଜେପି-ଜେଡି(ଏସ)ର ବିଜୟ ବେଙ୍ଗୁଲୁରୁ: କର୍ଣ୍ଣାଟକ ବିଧାନ ପରିଷଦର ଚାରି ଆସନ ପାଇଁ ହୋଇଥିବା ନିର୍ବାଚନରେ କଂଗ୍ରେସକୁ ବଡ଼ ଝଟକା ଲାଗିଛି। ବିଜେପି ଏବଂ ଜନତା ଦଳ (ସେକ୍ୟୁଲାର) ସମସ୍ତ ଚାରି…