ଆଞ୍ଚଳିକ ଓଡିଶା ବିଧାନସଭା ନିର୍ବାଚନ: ଚିଲିକାରେ ପୁଣି ପ୍ରଦୀପ ସ୍ଵାଇଁଙ୍କୁ ପ୍ରାର୍ଥୀ କଲା କଂଗ୍ରେସ ଭୁବନେଶ୍ଵର: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଆଜି କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଲୋକସଭା ଆସନ ପାଇଁ କଂଗ୍ରେସ ୪ ଜଣଙ୍କ ନାମ ଘୋଷଣା କରିଥିବା…