ଆଜିର ଖବର କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍ ମେଣ୍ଟ, କଂଗ୍ରେସ ୨୦ଟି ଓ ଜେଡିଏସ୍ ୮ଟି ଆସନ ନେଇ ବୁଝାମଣା କର୍ଣ୍ଣାଟକରେ କଂଗ୍ରେସ ଓ ଜେଡିଏସ୍ ମିଳିତ ଭାବରେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମେଣ୍ଟର ନିଷ୍ପତ୍ତି ଅନୁଯାୟୀ, କର୍ଣ୍ଣାଟକର ମୋଟ୍ ୨୮ଟି ଆସନରୁ କଂଗ୍ରେସ ୨୦ଟି…