ଆଜିର ଖବର ମନୋହର ପାରିକର ଅସୁସ୍ଥ : ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ଦିଗମ୍ବର ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଅସୁସ୍ଥ ହୋଇପଡିବା କାରଣରୁ ବିରୋଧି କଂଗ୍ରେସ ଗୋଆରେ ସରକାର ଗଠନ କରିବାକୁ ଅଡ଼ି ବସିଛି। ତେବେ ବିଜେପି ଗୋଆ ମନ୍ତ୍ରିମଣ୍ଡଳକୁ ଭାଙ୍ଗିବାକୁ…