ଆଜିର ଖବର ମୁଖ୍ୟ ନିର୍ବାଚନ କମିଶନରଙ୍କ ବିରୋଧରେ କଂଗ୍ରେସର ପ୍ରତିବାଦ: SIR ପ୍ରସଙ୍ଗରେ ପି. ଚିଦାମ୍ବରମଙ୍କ ବଡ଼ ବିବୃତ୍ତି ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ କଂଗ୍ରେସ ନିଜର ଆଭିମୁଖ୍ୟ କଡ଼ାକଡ଼ି କରିଛି। ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଏବଂ ଦିଲ୍ଲୀ ସମେତ ଦେଶର…