ଆଜିର ଖବର ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲିଲା ଦିଲ୍ଲୀ ଆୟକର (ତଦନ୍ତ) ନିର୍ଦ୍ଦେଶାଳୟ ନୂଆଦିଲ୍ଲୀ: ନିର୍ବାଚନରେ କଳାଧନର ଭୂମିକାକୁ ରୋକିବାରେ ଭାରତୀୟ ନିର୍ବାଚନ ଆୟୋଗଙ୍କୁ ସହାୟତା କରିବା ପାଇଁ ଆୟକର ବିଭାଗର ପ୍ରତିଶ୍ରୁତି ଅନୁଯାୟୀ, ୨୦୨୪ ଲୋକସଭା ସାଧାରଣ ନିର୍ବାଚନକୁ ସ୍ୱଚ୍ଛ…