ଆଜିର ଖବର ରାମଗୋପାଲ ବର୍ମାଙ୍କ ଫିଲ୍ମକୁ ନେଇ ବିବାଦ : ନାଇଡୁ ଖଳନାୟକ, ଜଗନ ହିରୋ ଆନ୍ଧ୍ରପ୍ରଦେଶ, ୨୯/୧୧: ବଲିଉଡ୍ର ଲୋକପ୍ରିୟ ନିର୍ଦ୍ଦେଶକ ରାମଗୋପାଳ ବର୍ମାଙ୍କ ନୂଆ ଫିଲ୍ମକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି। ଏହି ଫିଲ୍ମଟି ଆନ୍ଧ୍ରପ୍ରଦେଶର ରାଜନୀତି ଉପରେ ନିର୍ମିତ…